ଅର୍ଥ : ଜଳର ନିମ୍ନଦେଶସହ ସଂଲଗ୍ନ ଯେଉଁ କାରଖାନାରେ ପାଣିଜାହାଜଗୁଡ଼ିକ ନିର୍ମାଣ ଓ ମରାମତି କରାଯାଏ
							ଉଦାହରଣ : 
							ମୋହନ ଜାହାଜ ନିର୍ମାଣ ସ୍ଥାନରେ କାମ କରେ
							
ସମକକ୍ଷ : ଜାହାଜ ନିର୍ମାଣ ସ୍ଥାନ
ଅନ୍ୟ ଭାଷାରେ ଅନୁବାଦ :
जलीय धरातल से लगा हुआ वह कारखाना जहाँ जलपोतों का निर्माण और उनकी मरम्मत होती है।
मोहन गोदी में काम करता है।