ଅର୍ଥ : ସମୁଦ୍ର ଜଳର ଖୁବ ଲହରୀ ହୋଇ ଆଗକୁ ମାଡ଼ି ଯାଉଥିବା ବା ଉପରକୁ ଉଠୁଥିବା କ୍ରିୟା ବା ଅବସ୍ଥା
							ଉଦାହରଣ : 
							ସମୁଦ୍ରରେ ସବୁବେଳେ ଜୁଆର ଓ ଭଟ୍ଟା ଯିବା ଆସିବା କରୁଥାଏ
							
ଅନ୍ୟ ଭାଷାରେ ଅନୁବାଦ :
समुद्र के जल की ख़ूब लहराते हुए आगे बढ़ने या ऊपर उठने की अवस्था।
समुद्र में बराबर ज्वार और भाटा आते-जाते रहते हैं।