ଅର୍ଥ : କାହାରିକୁ ହଠାତ୍ ଧରି ଝାମ୍ଫି ନେବାର କ୍ରିୟା ବା ଭାବ
							ଉଦାହରଣ : 
							ସିପାହୀମାନେ ଚୋରକୁ ଝାମ୍ପି ନେଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆକ୍ରମଣ କରିବା ବା ଚଲାଇବାପାଇଁ ଶୀଘ୍ର ଆଗକୁ ବଢ଼ିବା
							ଉଦାହରଣ : 
							କୁକୁର ବିଲେଇ ଉପରକୁ ଲମ୍ଫ ମାରିଲା
							
ସମକକ୍ଷ : କୁଦାମାରିବା, ଲମ୍ଫ ମାରିବା
ଅନ୍ୟ ଭାଷାରେ ଅନୁବାଦ :