ଅର୍ଥ : ବର୍ଷା ସମୟରେ ଛୋଟଛୋଟ ବୁନ୍ଦା ପଡ଼ିବା କ୍ରିୟା
							ଉଦାହରଣ : 
							ତୃଷାର୍ତ୍ତ ପୃଥିବୀ ଝିପିଝିପି ବରଷାରେ ସନ୍ତୁଷ୍ଟ ହେବ ନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କେତେକ ସ୍ଥାନରେ ବା ଅଳ୍ପ ଭାବରେ
							ଉଦାହରଣ : 
							ମୌସୁମୀ ବିଭାଗର ସୂଚନାନୁସାରେ ଆଜି ଝିପିଝିପି ବର୍ଷା ହେବ