ଅର୍ଥ : କାହାରି ଆକ୍ରମଣକୁ ବିରୋଧକରିବା
							ଉଦାହରଣ : 
							ସେ ନିଜ ଶତ୍ରୁର ଘୋର ବିରୋଧ କଲେ
							
ସମକକ୍ଷ : ବିରୋଧ କରିବା, ମୁଁହାମୁଁହିହେବା, ମୁକାବିଲା କରିବା, ସମ୍ମୁଖୀନ ହେବା
ଅନ୍ୟ ଭାଷାରେ ଅନୁବାଦ :
किसी के आक्रमण आदि का विरोध करना।
उसने अपने दुश्मनों से जमकर टक्कर ली।