ଅର୍ଥ : କୌଣସି କାମ ପ୍ରତି ମନ ବଢ଼ାଇବା ବାଲା କଥା, କାମ ଇତ୍ୟାଦି
							ଉଦାହରଣ : 
							ତୁମର ଟେକିବା ଯୋଗୁଁ ହିଁ ଛୁଆମାନେ ଖରାପ ହେଉଛନ୍ତି  ତାକୁ ବେଶି ବଢ଼ାଇବାକୁ ଦିଅନ୍ତୁ ନାହିଁ
							
ସମକକ୍ଷ : ବଢ଼ାଇବା
ଅର୍ଥ : ଉଚ୍ଚା କରିବା
							ଉଦାହରଣ : 
							ମୁଁ ଅଭିବାଦନ କରିବାରୁ ଟେବୁଲ ଉପରେ ଝୁଙ୍କି କାମ କରୁଥିବା ଆକାଉଣ୍ଟାଣ୍ଟ ମୁଣ୍ଡ ଉଠାଇଲେ
							
ସମକକ୍ଷ : ଉଠାଇବା, ଉପରକୁକରିବା
ଅନ୍ୟ ଭାଷାରେ ଅନୁବାଦ :