ଅର୍ଥ : ଯେଉଁ ଦିଗଆଡ଼କୁ ପଠାଇଲେ ତାହା ପରିକଳ୍ପିତ ବା ନିୟମବଦ୍ଧ କାର୍ଯ୍ୟଠାରୁ ଅଲଗା ବା ବିପରୀତ ହୁଏ
							ଉଦାହରଣ : 
							ବୈଜ୍ଞାନିକମାନେ ରକେଟକୁ ଅନ୍ୟ ଦିଗକୁ ନେଇଯାଉଛନ୍ତି
							
ସମକକ୍ଷ : ଅନ୍ୟ ଦିଗକୁ ନେଇଯିବା, ଗତି ପରିବର୍ତ୍ତନ କରିବା, ଦିଗ ପରିବର୍ତ୍ତନ କରିବା, ବିପରୀତ ଦିଗକୁ ନେଇଯିବା
ଅନ୍ୟ ଭାଷାରେ ଅନୁବାଦ :
* उस दिशा आदि की ओर भेजना जो सुनियोजित या नियत से अलग या विपरीत हो।
वैज्ञानिक राकेट को दूसरी ओर ले जा रहे हैं।Send on a course or in a direction different from the planned or intended one.
divert