ଅର୍ଥ : ପାଟିକରି ଡାକିବା
							ଉଦାହରଣ : 
							ମା ତୁମକୁ ଡାକୁଛି
							
ଅନ୍ୟ ଭାଷାରେ ଅନୁବାଦ :
Call out loudly, as of names or numbers.
call outଅର୍ଥ : ଆମନ୍ତ୍ରଣ କରିବା
							ଉଦାହରଣ : 
							ସେ ନିଜ ବାହାଘରରେ ଆମ ସମସ୍ତଙ୍କୁ ନିମନ୍ତ୍ରଣ କରିଛି
							
ସମକକ୍ଷ : ନିମନ୍ତ୍ରଣ କରିବା, ନିମନ୍ତ୍ରିତ କରିବା
ଅନ୍ୟ ଭାଷାରେ ଅନୁବାଦ :
न्योता देना।
उसने अपनी शादी में हम सबको निमंत्रित किया है।ଅର୍ଥ : ମୁଖସ୍ତକରିବାପାଇଁ ବାରମ୍ବାର କହିବା ବା ପଢ଼ିବା
							ଉଦାହରଣ : 
							ପିଲାମାନେ ପଣକିଆ ଡାକୁଛନ୍ତି
							
ସମକକ୍ଷ : ମୁଖସ୍ଥକରିବା
ଅନ୍ୟ ଭାଷାରେ ଅନୁବାଦ :
मुँहज़बानी याद करने के लिए बार-बार कहना या पढ़ना।
बच्चे पहाड़ा रट रहे हैं।