ଅର୍ଥ : ଏକ ବିଶେଷ ପ୍ରକାର (ଯାହାର ଉପସ୍ଥିତି ଅଛି)
							ଉଦାହରଣ : 
							ଆଜିକାଲି ଜୋତାର ଏହି  ଷ୍ଟାଇଲ୍ ପ୍ରଚଳିତ ହେଉଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କିଛି ବସ୍ତୁକୁ ପ୍ରସ୍ତୁତିକରିବା ଆଗରୁ ଏହାର ଅଙ୍ଗ ସବୁକୁ ଯୋଡ଼ିକରି ପୂର୍ବରୂପ ପ୍ରଦାନ କରି ଏହାର ମଝିରେ କିଛି ବସ୍ତୁକୁ ଏକାଠିରଖି ଅଥବା ଲଗାଇ ଦିଆଯାଇପାରେ
							ଉଦାହରଣ : 
							ସେ ଭଗବାନଙ୍କ ଚିତ୍ରକୁ କାଠ ଫ୍ରେମରେ ଲଗାଇଲେ
							
ସମକକ୍ଷ : ଫ୍ରେମ୍
ଅନ୍ୟ ଭାଷାରେ ଅନୁବାଦ :
The internal supporting structure that gives an artifact its shape.
The building has a steel skeleton.