ଅର୍ଥ : ଯେଉଁ ଜନ ସମୁଦାୟ ମଧ୍ୟରେ ବେଶି ମୁସଲମାନ ଅଛନ୍ତି
							ଉଦାହରଣ : 
							ତଜିକ ମାନେ ତଜିକସ୍ତାନ ତଥା ତାହାକୁ ଲାଗିଥିବା ଉଜବେକିସ୍ତାନ୍,ଆଫଗାନିସ୍ତାନ ତଥା ଚୀନରେ ରହନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତାଜିକସ୍ତାନର ଭାଷା
							ଉଦାହରଣ : 
							ଫାରସୀ ସହିତ  ତଜିକ_ଭାଷା ଅନେକ ପରିମାଣରେ ମିଶି ଯାଏ
							
ସମକକ୍ଷ : ତଜିକ ଭାଷା
ଅନ୍ୟ ଭାଷାରେ ଅନୁବାଦ :
तज़िकिस्तान की भाषा।
तज़िक फारसी से मिलता-जुलता है।ଅର୍ଥ : ତାଜିକିସ୍ତାନ୍ ଓ ଏହାକୁ ଲାଗିଥିବା ଉଜବେକିସ୍ତାନ୍,ଆଫଗାନିସ୍ତାନ୍ ତଥା ଚୀନର ନିବାସୀ
							ଉଦାହରଣ : 
							ସେହି ତାଜିକର ପୋଷାକ ଟିକେ ଅଲଗା ଥିଲା
							
ସମକକ୍ଷ : ତାଜିକ
ଅନ୍ୟ ଭାଷାରେ ଅନୁବାଦ :