ଅର୍ଥ : ଧୂଆଁପତ୍ରରୁ ତିଆରି ଏକ ବିଶେଷ ପ୍ରକାରର ପଦାର୍ଥ ଯାହାକୁ ଚିଲମରେ ଭରିବାପରେ ନିଆଁ ଲଗାଇ ଟଣାଯାଏ
							ଉଦାହରଣ : 
							ତମ୍ବାଖୁ ସେବନ କରିବା ସ୍ୱାସ୍ଥ୍ୟପାଇଁ କ୍ଷତିକାରକ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାର ଗଛ ଯାହାର ପତ୍ର ଅନେକ ପ୍ରକାର ନିଶା ଜାତୀୟ ଦ୍ରବ୍ୟ ରୂପରେ ବ୍ୟବହାର କରାଯାଏ
							ଉଦାହରଣ : 
							ସେ ତମ୍ବାଖୁ ଚାଷ କରେ
							
ସମକକ୍ଷ : ଧୂଆଁ ପତ୍ର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାର ତମ୍ବାଖୁରେ ବ୍ୟବହୃତ ଶୁଖିଲା ପତ୍ର ଯାହାକୁ ବିଡ଼ି, ସିଗାରେଟଆଦିରେ ଭର୍ତ୍ତିକରି ପିଆଯାଏ କିମ୍ବା ଯାହାକୁ ଚୂନ ସହିତ ଖିଆଯାଏ
							ଉଦାହରଣ : 
							ସେ ତମ୍ବାଖୁ ସେବନ କରୁଛି
							
ସମକକ୍ଷ : ଧୂଆଁ ପତ୍ର
ଅନ୍ୟ ଭାଷାରେ ଅନୁବାଦ :