ଅର୍ଥ : ଡେମ୍ଫ, ଫଳ, କନ୍ଦା,ଶାଗଆଦି ଯାହାକୁ ରାନ୍ଧି ରୋଟି, ଭାତଆଦି ସହିତ ଖିଆଯାଏ
							ଉଦାହରଣ : 
							ପ୍ରିୟମ୍ବଦା ଭେଣ୍ଡି ତରକାରୀ ରାନ୍ଧୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରୋଷେଇ ହୋଇଥିବା ମସଲାଦାର ବା ପାଣିଆ ତରକାରୀ
							ଉଦାହରଣ : 
							ଖାଦ୍ୟରେ ଗୋଟିଏ ତରକାରି ଆଉ ଗୋଟିଏ ଭଜା ତାଙ୍କର ନିହାତି ଆବଶ୍ୟକ
							
ଅନ୍ୟ ଭାଷାରେ ଅନୁବାଦ :
(East Indian cookery) a pungent dish of vegetables or meats flavored with curry powder and usually eaten with rice.
curry