ଅର୍ଥ : ଯେଉଁ ଚିତ୍ତବୃତ୍ତିଦ୍ୱାରା ମନୁଷ୍ୟ ଅନ୍ୟଦ୍ୱାରା ଦିଆ ଯାଉଥିବା କଷ୍ଟ ସହିନିଏ ଏବଂ ତାହାର ପ୍ରତିକାର ବା ଦଣ୍ଡ ଇଚ୍ଛା କରେନାହିଁ
							ଉଦାହରଣ : 
							କ୍ଷମା ବୀରର ଆଭୂଷଣରାମ ନିଜ ଭାଇର ହତ୍ୟାକାରୀକୁ କ୍ଷମା କରିଦେଲା
							
ସମକକ୍ଷ : କ୍ଷମା
ଅନ୍ୟ ଭାଷାରେ ଅନୁବାଦ :
Compassionate feelings that support a willingness to forgive.
forgiveness