ଅର୍ଥ : କଳା ବିନ୍ଦୁ ଆକାରର ଚିହ୍ନ ଯାହା ସ୍ତ୍ରୀମାନେ ଗାଲ ଥୋଡ଼ିଆଦି ଉପରେ କୁଟାଇଥାନ୍ତି
							ଉଦାହରଣ : 
							ସୀତା ଖୋଦନକାରୀଙ୍କଦ୍ୱାରା ନିଜ ଗାଲ ଉପରେ ତିଳ କୁଟାଉଛି
							
ଅନ୍ୟ ଭାଷାରେ ଅନୁବାଦ :
काली बिंदी के आकार का गोदना जिसे स्त्रियाँ गाल, ठुड्डी आदि पर गोदवाती हैं।
सीता अपने गाल पर गोदनहारी से तिल गुदवा रही है।A spot that is worn on a lady's face for adornment.
beauty spotଅର୍ଥ : ଏକ ଗଛ ଯାହାର ଦାନାରୁ ତେଲ ବାହାର କରାଯାଏ
							ଉଦାହରଣ : 
							ପୂଜା, ଯଜ୍ଞଆଦିରେ ରାଶି ତେଲ ବ୍ୟବହାର କରାଯାଏ
							
ଅନ୍ୟ ଭାଷାରେ ଅନୁବାଦ :
East Indian annual erect herb. Source of sesame seed or benniseed and sesame oil.
benne, benni, benny, sesame, sesamum indicumଅର୍ଥ : ଚମଡ଼ାରେ ହେଉଥିବା କଳା କିମ୍ବା ଲାଲ ରଙ୍ଗର ବହୁତ ଛୋଟ ପ୍ରାକୃତିକ ଚିହ୍ନ
							ଉଦାହରଣ : 
							ତା ଗାଲରେ କଳା ତିଳ ଚିହ୍ନ ଅଛି
							
ଅନ୍ୟ ଭାଷାରେ ଅନୁବାଦ :
A small congenital pigmented spot on the skin.
mole