ଅର୍ଥ : ଗୋଟିଏ ବହୁତ ବଡ଼ ଗଛ ଯାହାର ଉଚ୍ଚତା ଅଶୀରୁ ଶହେ ଫୁଟ ପର୍ଯ୍ୟନ୍ତ ହୋଇଥାଏ
							ଉଦାହରଣ : 
							ତୁନ କାଠରେ ଘୁଣ ଲାଗେନାହିଁ
							
ସମକକ୍ଷ : ତୁଣିକ, ତୁଣୀ, ନଂଦୀ, ନନ୍ଦୀ
ଅନ୍ୟ ଭାଷାରେ ଅନୁବାଦ :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
tree