ଅର୍ଥ : ଗୋଟିଏ ଲତାରୁ ମିଳୁଥିବା ଏକ ପ୍ରକାରର ଲମ୍ବା ଏବଂ ପତଳା ଫଳ ଯାହାକୁ ତରକାରି କରି ଖିଆଯାଏ
							ଉଦାହରଣ : 
							ମାଆ ଆଜି ତୁରଈ ତରକାରି କରୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ଲତା ଯାହାର ଲମ୍ବା ଫଳ ତରକାରି କରାଯାଏ
							ଉଦାହରଣ : 
							ପୂରା ଛାତ ଉପରେ ତୁରଈ ମାଡ଼ିଯାଇଛି
							
ଅନ୍ୟ ଭାଷାରେ ଅନୁବାଦ :