ଅର୍ଥ : କଳକାରଖାନଆଦିରେ କର୍ମଚାରୀମାନଙ୍କୁ ସୂଚିତ କରିବାପାଇଁ ଭାରି ଜୋରରେ ବଜାଯାଉଥିବା ଏକ ପ୍ରକାର ସିଟି
							ଉଦାହରଣ : 
							କାରଖାନର ସାଇରନ୍ ଠିକ୍ ନଅ ଟାରେ ବାଜେ
							
ଅନ୍ୟ ଭାଷାରେ ଅନୁବାଦ :
An acoustic device producing a loud often wailing sound as a signal or warning.
sirenଅର୍ଥ : ଏକ ପ୍ରକାରର ଲମ୍ବା ବାଦ୍ୟଯନ୍ତ୍ର ଯାହାକୁ ଫୁଙ୍କି ବଜାଯାଏ
							ଉଦାହରଣ : 
							ବିବାହ ସମୟରେ ତୂରୀବାଦକ ରହିରହି ତୂରୀ ବଜାଉଥିଲା
							
ଅନ୍ୟ ଭାଷାରେ ଅନୁବାଦ :