ଅର୍ଥ : ରଖିବାକାମ ଅନ୍ୟ କାହାଦ୍ୱାରା କରାଇବା
							ଉଦାହରଣ : 
							ସମୀରା ତା ଗହଣା ଲକରରେ ରଖାଇଲା
							
ସମକକ୍ଷ : ଗଚ୍ଛିତକରାଇବା, ରଖାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାରି ଉପରେ ଜିନିଷ ରଖାଇବା ବା ଭରାଇବା
							ଉଦାହରଣ : 
							ମୋର ଜିନିଷ ଏଯାଏଁ ଲଦାହେଇନାହିଁ ଟ୍ରକରେ ଜିନିଷପତ୍ର ଲଦାହେଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲଦିବାର କାମ ଅନ୍ୟ କାହାଦ୍ୱାରା କରାଇବା
							ଉଦାହରଣ : 
							ଶେଠ ଶ୍ରମିକମାନଙ୍କଦ୍ୱାରା ଟ୍ରକରେ ଜିନିଷ ଲଦାଇଲେ
							
ସମକକ୍ଷ : ବୋଝେଇ କରାଇବା, ଲଦାଇବା
ଅନ୍ୟ ଭାଷାରେ ଅନୁବାଦ :