ଅର୍ଥ : ଦଳିତ ବର୍ଗର ସଦସ୍ୟ
							ଉଦାହରଣ : 
							ସରକାର ଦଳିତଙ୍କ ବିକାଶ ନିମନ୍ତେ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ
							
ସମକକ୍ଷ : ଦଳିତ ବ୍ୟକ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାକୁ ଦବେଇ ଦେଇ ବହୁତ ହୀନ କରିଦିଆଯାଇଛି
							ଉଦାହରଣ : 
							ଫିରିଙ୍ଗିଙ୍କଦ୍ୱାରା ପଦଦଳିତ ଭାରତୀୟ ସମାଜ ଭିତରେ ଭିତରେ ଜଳୁଥିଲା
							
ସମକକ୍ଷ : ପଦଦଳିତ
ଅନ୍ୟ ଭାଷାରେ ଅନୁବାଦ :
Abused or oppressed by people in power.
downtroddenଅର୍ଥ : ଦରିଦ୍ର ଏବଂ ପୀଡ଼ିତ ହେବା ବ୍ୟକ୍ତି
							ଉଦାହରଣ : 
							ସରକାରଙ୍କୁ ଦଳିତ ସମାଜର ବିକାଶପାଇଁ ବାସ୍ତବ ପଦକ୍ଷେପ ନେବା ଦରକାର
							
ଅନ୍ୟ ଭାଷାରେ ଅନୁବାଦ :
Abused or oppressed by people in power.
downtrodden