ଅର୍ଥ : ନିଶ୍ଚିତ ବା ସ୍ଥିର କରାଯାଇଥିବା ମୂଲ୍ୟରେ ଯେଉଁ ଜିନିଷ ବିକ୍ରି କରାଯାଏ
							ଉଦାହରଣ : 
							ଆଜିକାଲି ଆଳୁ ଦର ବହୁତ ବିଢ଼ିଯାଇଛି
							
ଅନ୍ୟ ଭାଷାରେ ଅନୁବାଦ :
Amount of a charge or payment relative to some basis.
A 10-minute phone call at that rate would cost $5.ଅର୍ଥ : ରାଜନୀତିରେ ଶତ୍ରୁ-ପକ୍ଷର ଲୋକଙ୍କୁ ଧନଦ୍ୱାରା ବଶ କରିବା ନୀତି
							ଉଦାହରଣ : 
							ସେ ଦାମ ନୀତିଦ୍ୱାରା ଶତ୍ରୁପକ୍ଷର କିଛି ସଦସ୍ୟଙ୍କୁ ନିଜ ଆଡ଼େ ମିଶାଇନେଲେ
							
ସମକକ୍ଷ : ଦାମ ନୀତି
ଅନ୍ୟ ଭାଷାରେ ଅନୁବାଦ :