ଅର୍ଥ : ମନକୁ ଅଧିକ କଷ୍ଟ ପହଞ୍ଚାଉଥିବା
							ଉଦାହରଣ : 
							ହତ୍ୟାଭଳି ହୃଦୟ ବିଦାରକ ଘଟଣାସବୁ ଆଜିକାଲି ସାଧାରଣ ହୋଇଗଲାଣି
							
ସମକକ୍ଷ : କରୁଣ, ବିଦାରକ, ମର୍ମଘାତୀ, ମର୍ମଭେଦୀ, ମର୍ମାନ୍ତକ, ମାର୍ମିକ, ହୃଦୟ ବିଦାରକ
ଅନ୍ୟ ଭାଷାରେ ଅନୁବାଦ :
मन को बहुत अधिक कष्ट पहुँचानेवाला।
हत्या जैसी हृदय-विदारक घटनाएँ आजकल आम हो गयी हैं।ଅର୍ଥ : ଯାହା ବିଦାରକ ବା ଶେଷକରିଦେଇପାରେ
							ଉଦାହରଣ : 
							ରାମଙ୍କ ବନବାସ  ଯିବାପରେ ରାଜା ଦଶରଥ ତାଙ୍କର ଅନୁପସ୍ଥିତିକୁ ସହିପାରିଲେ ନାହିଁ ଫଳରେ ତାଙ୍କର ମୃତ୍ୟୁ ହୋଇଗଲା
							
ଅନ୍ୟ ଭାଷାରେ ଅନୁବାଦ :