ଅର୍ଥ : ନିଜ ସେବା କରାଇବାପାଇଁ ଟଙ୍କା ଦେଇ କିଣା ଯାଇଥିବା ବ୍ୟକ୍ତି
							ଉଦାହରଣ : 
							ପୂର୍ବକାଳରେ ଦାସମାନଙ୍କ କିଣାବିକା ହେଉଥିଲା
							
ଅନ୍ୟ ଭାଷାରେ ଅନୁବାଦ :
A person who is owned by someone.
slaveଅର୍ଥ : ବେତନ ନେଇ ସେବା କରୁଥିବା ଲୋକ
							ଉଦାହରଣ : 
							ମୋ ଚାକର ସପ୍ତାହକପାଇଁ ଘରକୁ ଯାଇଛି
							
ସମକକ୍ଷ : ଚାକର, ନଉକର, ପରିଚାରକ, ଭୃତ୍ୟ, ସେବକ
ଅନ୍ୟ ଭାଷାରେ ଅନୁବାଦ :
वह जो वेतन आदि लेकर सेवा करता हो।
मेरा नौकर एक हफ्ते के लिए घर गया है।