ଅର୍ଥ : ଗୋଟିଏ ସୂର୍ଯୋଦୟ ଠାରୁ ଆଉଗୋଟିଏ ସୂର୍ଯୋଦୟ ପର୍ଯ୍ୟନ୍ତ ସମୟ ଚବିଶ ଘଣ୍ଟା
							ଉଦାହରଣ : 
							ଗୋଟିଏ ଦିନରେ ଆଠ ପ୍ରହର ଥାଏ
							
ସମକକ୍ଷ : ଦିନ
ଅନ୍ୟ ଭାଷାରେ ଅନୁବାଦ :
Time for Earth to make a complete rotation on its axis.
Two days later they left.ଅର୍ଥ : ସୂର୍ଯ୍ୟ ଉଦୟ ହେବାଠାରୁ ଅସ୍ତ ହେବା ପର୍ଯ୍ୟନ୍ତ ସମୟ
							ଉଦାହରଣ : 
							ଆଜି ଦିନଟି ମୋପାଇଁ ବହୁତ ଭଲ ଥିଲା  ଖରାଦିନେ ଦିନ ବଢ଼ିଯାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚବିଶ ଘଣ୍ଟା ମଧ୍ୟରୁ ଶୋଇବା ସମୟ ବ୍ୟତୀତ ଯେଉଁ ସମୟରେ ଆମେ କାର୍ଯ୍ୟ କରିଥାଉ
							ଉଦାହରଣ : 
							ମୋର ଦିନ ସକାଳ ଚାରିଟାରେ ଆରମ୍ଭ ହୁଏ
							
ସମକକ୍ଷ : ଦିନ
ଅନ୍ୟ ଭାଷାରେ ଅନୁବାଦ :
The recurring hours when you are not sleeping (especially those when you are working).
My day began early this morning.