ଅର୍ଥ : ସୂର୍ଯ୍ୟ ଉଦୟ ହେବାଠାରୁ ଅସ୍ତ ହେବା ପର୍ଯ୍ୟନ୍ତ ସମୟ
							ଉଦାହରଣ : 
							ଆଜି ଦିନଟି ମୋପାଇଁ ବହୁତ ଭଲ ଥିଲା  ଖରାଦିନେ ଦିନ ବଢ଼ିଯାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ବର୍ଣ୍ଣବୃତ୍ତରେ ବାଇଶଟି ଅକ୍ଷର ଥାଏ
							ଉଦାହରଣ : 
							ଦିବାର ପ୍ରତ୍ୟେକ ଚରଣରେ ସାତୋଟି ନଗଣ ଓ ଗୋଟିଏ ଗୁରୁ ଥାଏ
							
ଅନ୍ୟ ଭାଷାରେ ଅନୁବାଦ :