ଅର୍ଥ : ଯାହାଦ୍ୱାରା ଦୁଃଖ ପହଞ୍ଚେ ବା ଦୁଃଖ ଦେବାବାଲା
							ଉଦାହରଣ : 
							ଏହା ବଡ ଦୁଃଖଦ କଥା ଯେ ତୁମେ ନିଜ ବାପ-ମା’ଙ୍କ ସେବା କରୁନାହଁ
							
ସମକକ୍ଷ : କଷ୍ଟଦାୟକ, କଷ୍ଟଦାୟୀ, ଦୁଃଖକର, ଦୁଃଖକାରକ, ଦୁଃଖଦ, ଦୁଃଖଦାୟୀ, ଦୁଃଖପ୍ରଦ
ଅନ୍ୟ ଭାଷାରେ ଅନୁବାଦ :
Causing physical discomfort.
Bites of black flies are more than irritating; they can be very painful.ଅର୍ଥ : ଯାହା ପୀଡ଼ା ଦିଏ
							ଉଦାହରଣ : 
							ବୃଦ୍ଧାବସ୍ଥା ଦୁଃଖଦାୟକ
							
ସମକକ୍ଷ : କଷ୍ଟକର, କଷ୍ଟଦାୟକ, କଷ୍ଟପ୍ରଦ, ପୀଡ଼ାଦାୟକ
ଅନ୍ୟ ଭାଷାରେ ଅନୁବାଦ :
Causing or marked by grief or anguish.
A grievous loss.