ଅର୍ଥ : ଚାରିଟି କାଠଯୁକ୍ତ ଗଢ଼ଣ ଯେଉଁଥିରେ କବାଟ ଲାଗିଥାଏ
							ଉଦାହରଣ : 
							ବଢ଼େଇ ଚୌକାଠରେ କବାଟ ଲଗାଉଛି
							
ସମକକ୍ଷ : ଚୌକାଠ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦ୍ବାରର ଚୌକାଠର ବାଜୁ ଦୁଇଟିରେ ଲାଗିଥିବା ଲଂବା କାଠ
							ଉଦାହରଣ : 
							ଦୁଆରବନ୍ଧରେ କବାଟ ଲଗାହୁଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦ୍ୱାରର ଚୌକାଠର ନିମ୍ନରେ ଥିବା କାଠ ବା ପଥର ଯାହା ଭୂମିଉପରେ ଥାଏ
							ଉଦାହରଣ : 
							ଦୁଆରବନ୍ଧ ଉପରେ ବସିବା ଅଶୁଭ
							
ସମକକ୍ଷ : ଏରୁଣ୍ଡି, ଏରୁଣ୍ଡିବନ୍ଧ
ଅନ୍ୟ ଭାଷାରେ ଅନୁବାଦ :