ଅର୍ଥ : ଦୁଇ ଚକିଆ ଯାନ
							ଉଦାହରଣ : 
							ମୋଟର ସାଇକଲ ଓ ସ୍କୁଟର ଇତ୍ୟାଦି ଦୁଇଚକିଆ ଗାଡ଼ି
							
ସମକକ୍ଷ : ଦୁଇଚକିଆ ବାହାନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଗାଡ଼ିରେ ଦୁଇଟି ଚକ ଥାଏ
							ଉଦାହରଣ : 
							ନେତାଜୀ ଦୁଇଚକିଆ ଗାଡ଼ିରେ ହିଁ ଗାଁଆ ଆଡ଼କୁ ବୁଲି ବାହାରିଲେ
							
ସମକକ୍ଷ : ଦୁଇଚକିଆ
ଅନ୍ୟ ଭାଷାରେ ଅନୁବାଦ :
वह गाड़ी जिसमें दो पहिए हों।
नेताजी दुपहिए से ही गाँव की ओर निकल पड़े।