ଅର୍ଥ : ଦୂଷିତ ହେବାର ପ୍ରକ୍ରିୟା
							ଉଦାହରଣ : 
							କେତେକ ରୋଗ ବାତ-ପିତ୍ତ ଦୂଷଣ ହେବା କାରଣରୁ ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
The act of contaminating or polluting. Including (either intentionally or accidentally) unwanted substances or factors.
contamination, pollutionଅର୍ଥ : ଖର ରାକ୍ଷସର ଭାଇ
							ଉଦାହରଣ : 
							ଖର ଏବଂ ଦୂଷଣ ରାମଙ୍କ ସହ ଯୁଦ୍ଧ କରି ନିହତ ହୋଇଥିଲେ
							
ଅନ୍ୟ ଭାଷାରେ ଅନୁବାଦ :