ଅର୍ଥ : ମନୁଷ୍ୟର ସେହି ଅର୍ଥହୀନ ଅବସ୍ଥା ଯେତେବେଳେ ଋଣ ସୁଝିବାପାଇଁ କିଛି ବି ପାଖରେ ନଥାଏ
							ଉଦାହରଣ : 
							ବ୍ୟବସାୟରେ କ୍ଷତି ହେବା କାରଣରୁ ମହାଜନ ଦେବାଳିଆ ହୋଇଗଲେ
							
ଅନ୍ୟ ଭାଷାରେ ଅନୁବାଦ :
Inability to discharge all your debts as they come due.
The company had to declare bankruptcy.ଅର୍ଥ : ଋଣ ଶୁଝିବାପାଇଁ ଯାହାଙ୍କ ପାଖରେ କିଛିବି ରହି ଯାଇନାହିଁ
							ଉଦାହରଣ : 
							ବିଚାରାଳୟ ଦ୍ୱାରା ରାମୁକୁ ଦେବାଳିଆ ଘୋଷିତ କରିଦିଆଯାଇଛି
							
ଅନ୍ୟ ଭାଷାରେ ଅନୁବାଦ :
जिसके पास ऋण चुकाने के लिए कुछ भी न रह गया हो।
रामू को न्यायालय ने दिवालिया घोषित कर दिया है।Unable to meet or discharge financial obligations.
An insolvent person.