ଅର୍ଥ : ବନ୍ଧୁ ବା ମିତ୍ରମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ
							ଉଦାହରଣ : 
							ମିତ୍ରତାରେ ସ୍ୱାର୍ଥର ସ୍ଥାନ ରହିବା ଅନୁଚିତ  ହନୁମାନ ରାମ ଓ ସୁଗ୍ରୀବଙ୍କ ଭିତରେ ମିତ୍ରତା କରାଇଲେ
							
ସମକକ୍ଷ : ବନ୍ଧୁତା, ମିତ୍ରତା, ସଖାପଣ
ଅନ୍ୟ ଭାଷାରେ ଅନୁବାଦ :
दोस्तों या मित्रों में होने वाला पारस्परिक संबंध।
दोस्ती में स्वार्थ का स्थान नहीं होना चाहिए।