ଅର୍ଥ : କୌଣସି କଥା ବା କାମ ଆଉଥରେ କରିବା ବା କହିବା
							ଉଦାହରଣ : 
							ଆମ ଶିକ୍ଷକ କଠିନ ଅଧ୍ୟାୟକୁ ସବୁବେଳେ ଦୋହରାନ୍ତି
							
ସମକକ୍ଷ : ପୁନରାବୃତ୍ତିକରିବା
ଅନ୍ୟ ଭାଷାରେ ଅନୁବାଦ :
कोई बात या काम दूसरी बार कहना या करना।
हमारे शिक्षक कठिन अध्याय को हमेशा दुहराते हैं।