ଅର୍ଥ : ତରଳ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ଶୂନ୍ୟଡିଗ୍ରୀ ବା ତା ଠାରୁ କମ୍ ତାପମାତ୍ରାରେ ପାଣିର ତରଳତା ରହେ ନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
The property of flowing easily.
Adding lead makes the alloy easier to cast because the melting point is reduced and the fluidity is increased.