ଅର୍ଥ : ଯାହା ଦ୍ରୁତ ଗତିରେ ସହାୟକ ବା ଦ୍ରୁତ ଗତି ପ୍ରଦାନକାରୀ
							ଉଦାହରଣ : 
							ଶୀଘ୍ର ପହଞ୍ଚିବାପାଇଁ ଆମକୁ ଏକ ଦ୍ରୁତଗାମୀ ରାସ୍ତା ଦେଇ ଯିବାକୁ ହେବ
							
ସମକକ୍ଷ : ଦ୍ରୁତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶୀଘ୍ର ଚାଲିବାବାଲା
							ଉଦାହରଣ : 
							ଏହା ଦିଲ୍ଲୀ ଯାଉଥିବା ଗୋଟିଏ ଦ୍ରୁତଗାମୀ ରେଳଗାଡ଼ି
							
ଅନ୍ୟ ଭାଷାରେ ଅନୁବାଦ :
Acting or moving or capable of acting or moving quickly.
Fast film.