ଅର୍ଥ : ଏପରି ଜ୍ଞାନ ଯେଉଁଥିରେ ସମ୍ପୂର୍ଣ୍ଣ ନିଶ୍ଚିତତା ନାହିଁ
							ଉଦାହରଣ : 
							ମୋର ତାଙ୍କ କଥାର ସତ୍ୟତା ଉପରେ ସନ୍ଦେହ ରହିଛି
							
ସମକକ୍ଷ : ଅଭିଶଂକା, ଶଂକା, ସନ୍ଦେହ
ଅନ୍ୟ ଭାଷାରେ ଅନୁବାଦ :
The state of being unsure of something.
doubt, doubtfulness, dubiety, dubiousness, incertitude, uncertaintyଅର୍ଥ : କୌଣସି କାମ କରିବା ପୁର୍ବରୁ ମନରେ ହେଉଥିବା ହାଲୁକା ବାଧା
							ଉଦାହରଣ : 
							ଦୀପାକୁ ଏହି ଉପହାର ଦେବାପାଇଁ ମୋର ଦ୍ୱିଧା ଉପୁଜୁଛି  ଦୀପାକୁ ଏହି ଉପହାର ଦେବା ପୂର୍ବରୁ ଆଗପଛ ଭାବିବାକୁ ପଡ଼ୁଛି
							
ସମକକ୍ଷ : ଆଗପଛ ଭାବିବା, ସଙ୍କୋଚ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହଁ ବା ନାଁର ସ୍ଥିତି
							ଉଦାହରଣ : 
							ଆପଣ ପଇସା ମାଗି ମୋତେ ଦ୍ୱିଧାରେ ପକାଇଦେଲେ
							
ସମକକ୍ଷ : ଦ୍ୱନ୍ଦ
ଅନ୍ୟ ଭାଷାରେ ଅନୁବାଦ :