ଅର୍ଥ : ଏକ ପ୍ରକାରର ଛୋଟ ଗଛ ଯାହାର ପତ୍ର ସୁଗନ୍ଧିତ ହୋଇଥାଏ
							ଉଦାହରଣ : 
							ପକୋଡ଼ି ସହିତ ଧଣିଆ ଚଟଣୀ ବଡ଼ ସ୍ୱାଦିଷ୍ଟ
							
ସମକକ୍ଷ : ଧନିଆ
ଅନ୍ୟ ଭାଷାରେ ଅନୁବାଦ :
Old World herb with aromatic leaves and seed resembling parsley.
chinese parsley, cilantro, coriander, coriander plant, coriandrum sativumଅର୍ଥ : ଗୋଲ ଦାନା ବିଶିଷ୍ଟ ଏକ ଫଳ ଯାହା ମସଲା କାମରେ ଆସେ
							ଉଦାହରଣ : 
							ପଂଜୀରୀରେ ବି ଧନିଆ ପକାଯାଇଥାଏ
							
ସମକକ୍ଷ : ଧନିଆ
ଅନ୍ୟ ଭାଷାରେ ଅନୁବାଦ :