ଅର୍ଥ : କୌଣସି ବିଶେଷ କାର୍ଯ୍ୟପାଇଁ ଜମା କରାଯାଇଥିବା ଧନ
							ଉଦାହରଣ : 
							ଗ୍ରାମୀଣ କ୍ଷେତ୍ରରେ ବିକାଶପାଇଁ ଦିଆ ଯାଇଥିବା ଧନରାଶିର ଦୁରୁପଯୋଗ କରାଗଲା
							
ସମକକ୍ଷ : ଫଣ୍ଡ୍
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦବା-ନବାଆଦି ବିଶେଷ କାର୍ଯ୍ୟପାଇଁ ଦେୟ ବା ପ୍ରାପ୍ୟ ଧନ
							ଉଦାହରଣ : 
							ବ୍ୟାଙ୍କଦ୍ୱାରା ଆପଣ ଏପର୍ଯ୍ୟନ୍ତ କେତେ ପରିମାଣର ଧନ ପ୍ରାପ୍ତ ହୋଇଛନ୍ତି?
							
ଅନ୍ୟ ଭାଷାରେ ଅନୁବାଦ :
A quantity of money.
He borrowed a large sum.