ଅର୍ଥ : ଧୋକା ଦେବା ବ୍ୟକ୍ତି
							ଉଦାହରଣ : 
							ଆଧୁନିକ ଯୁଗରେ ଧୋକାବାଜ ଲୋକେ କମ୍ ନାହାନ୍ତି
							
ସମକକ୍ଷ : କପଟୀ, ଚାଲବାଜ, ଧୋକାବାଜ, ପ୍ରତାରକ
ଅନ୍ୟ ଭାଷାରେ ଅନୁବାଦ :
धोखा देनेवाला व्यक्ति।
आधुनिक युग में धोखेबाजों की कमी नहीं है।ଅର୍ଥ : ଠକୁଥିବା ବ୍ୟକ୍ତି
							ଉଦାହରଣ : 
							ପୋଲିସ ଦଗାବାଜଙ୍କ ଅନ୍ୱେଷଣରେ ଅଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦଗାବାଜୀ କରୁଥିବା ବ୍ୟକ୍ତି
							ଉଦାହରଣ : 
							ପୋଲିସ ଦଗାବାଜ ରମେଶକୁ ଧରି ନେଇଗଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଧୋକାଦେବାପାଇଁ କୌଣସି ପ୍ରକାର ମିଛ କହୁଥିବା
							ଉଦାହରଣ : 
							ଧୋକାବାଜ ଲୋକଙ୍କଠାରୁ ସଦାବେଳେ ସତର୍କ ରହିବା ଉଚିତ୍
							
ସମକକ୍ଷ : କପଟିଆ, ଚାଲବାଜିଆ, ଦଗାବାଜ, ଧୋକାବାଜ, ଶଠ
ଅନ୍ୟ ଭାଷାରେ ଅନୁବାଦ :
धोखा देने के लिए किसी प्रकार की झूठी कार्रवाई करने वाला।
धोखेबाज व्यक्तियों से हमेशा सतर्क रहना चाहिए।Intended to deceive.
Deceitful advertising.