ଅର୍ଥ : ଧୂଳିରେ ଭରି ହୋଇଥିବା
							ଉଦାହରଣ : 
							ଧୂମାଳ ଆସିବା ମାତ୍ରେ ହିଁ ସାରା ବାତାବରଣ ଧୂଳିମୟ ହୋଇଗଲା
							
ସମକକ୍ଷ : ଧୁଳିଧୂସରିତ, ଧୂଳିମୟ, ଧୂସରିତ
ଅନ୍ୟ ଭାଷାରେ ଅନୁବାଦ :
धूल से भरा हुआ।
आँधी आते ही सारा वातावरण धूलिमय हो गया।ଅର୍ଥ : ମାଟି ରଙ୍ଗର
							ଉଦାହରଣ : 
							ଡାକବାଲା,ପୋଲିସ ଆଦି କର୍ମଚାରୀଙ୍କ ପୋଷାକ ମାଟିଆ ରଙ୍ଗର
							
ଅନ୍ୟ ଭାଷାରେ ଅନୁବାଦ :
Of a yellowish brown color.
khakiଅର୍ଥ : ଧୂସର ରଙ୍ଗର
							ଉଦାହରଣ : 
							ଶ୍ୟାମାର ହାତରେ ଧୂସର ରଙ୍ଗର ରୁମାଲ ଅଛି
							
ସମକକ୍ଷ : ପାଉଁସିଆ
ଅନ୍ୟ ଭାଷାରେ ଅନୁବାଦ :
Of the color of slate or granite.
The slaty sky of dawn.