ଅର୍ଥ : ଯେଉଁଥିରେ ନାହିଁର ଅର୍ଥ ନିହିତ ଅଛି(ବ୍ୟାକରଣରେ ପ୍ରଯୁକ୍ତ)
							ଉଦାହରଣ : 
							ନାହିଁ, ନା ଆଦି ନକାରାର୍ଥକ ଶବ୍ଦ
							
ସମକକ୍ଷ : ନକାରାର୍ଥକ, ନାସ୍ତିବାଚକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁଥିରେ ନାହିଁର ଭାବ ଅଛି
							ଉଦାହରଣ : 
							ସେ ମୋ କଥା ଉପରେ ନକାରାତ୍ମକ ରୂପରେ ନିଜ ମୁଣ୍ଡ ହଲାଇ ଦେଲା
							
ସମକକ୍ଷ : ଅସ୍ୱୀକାରାତ୍ମକ
ଅନ୍ୟ ଭାଷାରେ ଅନୁବାଦ :
Expressing or consisting of a negation or refusal or denial.
negative