ଅର୍ଥ : ସହରକୁ ଆସୁଥିବା ବାହାରର ଜିନିଷ ଉପରେ ଲଗାଯାଉଥିବା ମହାସୁଲ
						 
						 
					
							ଉଦାହରଣ : 
							ପୋଲିସ ଟ୍ରକ ଡ୍ରାଇଭରଠାରୁ ନଗରଶୁଳ୍କ ଆଦାୟ କରୁଛି
							
					
							ସମକକ୍ଷ : 
							ନଗରକର, ନଗରଟିକସ, ନଗରଶୁଳ୍କ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
							
								
								
									
										
												शहर में आनेवाले बाहरी माल पर लगनेवाला महसूल।
												सिपाही ट्रक ड्राइवर से चुंगी वसूल रहा है।
														
													चुंगी, 
नगर-शुल्क, 
नगरशुल्क 
											 
								 
							 
						 
					
							
								
								
									
										
												A tax on various goods brought into a town.
												octroi