ଅର୍ଥ : ମନୁଷ୍ୟ ନିର୍ମିତ ଏକ ପ୍ରକାର ବସ୍ତି ଯାହା ଗାଁ ଓ ଛୋଟ ସହରଠାରୁ ବହୁତ ବଡ଼ ଏବଂ ଯେଉଁଥିରେ ବିଭିନ୍ନ ପ୍ରକାରର ଲୋକ ରହନ୍ତି ଏବଂ ବଜାର ରହିଥାଏ
						 
						 
					
							ଉଦାହରଣ : 
							ମୁମ୍ବାଇ ଭାରତର ସବୁଠୁ ବଡ଼ ସହର
							
					
							ସମକକ୍ଷ : 
							ଟାଉନ୍, ନଗର, ମହାନଗରୀ, ସହର, ସିଟି
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												मनुष्य की वह बस्ती जो गाँव और कस्बे से बहुत बड़ी होती है और जिसमें सब तरह के बहुत-से लोग रहते और बाज़ार होते हैं।
												मुम्बई भारत का सबसे बड़ा शहर है।
														
													तमस, 
तमस्, 
नगर, 
नगरी, 
पुर, 
शहर, 
सिटी, 
स्थानक