ଅର୍ଥ : ଯେ ପଙ୍ଗୁ ନୁହେଁ
							ଉଦାହରଣ : 
							ସେ ନିଖୁଣ ମଣିଷଟିଏ କିନ୍ତୁ ପଙ୍ଗୁ ହେବାର ନାଟକ କରୁଥିଲା
							
ସମକକ୍ଷ : ଅକ୍ଷୁଣ୍ଣ, ପୂର୍ଣ୍ଣକାୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ବିକୃତ ବା ବିଗିଡ଼ି ଯାଇନାହିଁ
							ଉଦାହରଣ : 
							ସୀମା ତାର ଅବିକୃତ ଚିତ୍ରକୁ ଧ୍ୟାନର ସହ ଦେଖୁଛି
							
ସମକକ୍ଷ : ଅବିକୃତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସତସତିକା
							ଉଦାହରଣ : 
							କିଶୋର ରାମଲୀଳାରେ ଜୀବନ୍ତ ଅଭିନୟ କଲା
							
ସମକକ୍ଷ : ଜୀବନ୍ତ
ଅନ୍ୟ ଭାଷାରେ ଅନୁବାଦ :
जीता-जागता।
किशोर ने रामलीला में जीवंत अभिनय किया।