ଅର୍ଥ : ନିନ୍ଦା କରିବାବାଲା ବା ଅନ୍ୟର ଦୋଷ ଆଲୋଚନା କରିବା ବ୍ୟକ୍ତି
							ଉଦାହରଣ : 
							କବୀର ନିନ୍ଦୁକମାନଙ୍କୁ ପାଖରେ ରଖିବାପାଇଁ ଉପଦେଶ ଦେଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମିଥ୍ୟା ଆରୋପ ବା ମିଥ୍ୟା ଅପବାଦ ଲଗାଇବା ବ୍ୟକ୍ତି
							ଉଦାହରଣ : 
							ନିନ୍ଦୁକ ବ୍ୟକ୍ତି ମୋତେ ଦେଖିବା ମାତ୍ରେ ମୁଣ୍ଡ ନୁଆଇଁଦେଲା
							
ସମକକ୍ଷ : ଆରୋପକାରୀ, କୁତ୍ସାକାରୀ, ନିନ୍ଦାକାରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଅନ୍ୟର ନିନ୍ଦା କରିଚାଲେ
							ଉଦାହରଣ : 
							ନିନ୍ଦୁକ ବ୍ୟକ୍ତି ଯେ ପର୍ଯ୍ୟନ୍ତ ଆନ୍ୟର ନିନ୍ଦା କରିନଥାଏ ସେ ପର୍ଯ୍ୟନ୍ତ ତାକୁ ଶାନ୍ତି ମିଳେନାହିଁ
							
ସମକକ୍ଷ : ଅପବାଦୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବଦନାମ କରୁଥିବା
							ଉଦାହରଣ : 
							ନିନ୍ଦୁକ ବ୍ୟକ୍ତିଠାରୁ ଦୂରେଇ ରହିବା ଭଲ
							
ସମକକ୍ଷ : ଅପବାଦକାରୀ, କୁତ୍ସାକାରୀ, ନିନ୍ଦାକାରୀ
ଅନ୍ୟ ଭାଷାରେ ଅନୁବାଦ :