ଅର୍ଥ : ଅନ୍ୟ କାହାର ଆଧାର, ସାହାରା, ବା ଆଶ୍ରୟରେ ରହିବା
							ଉଦାହରଣ : 
							ପିଲାମାନେ ଏବେ ବି ତାଙ୍କ ବାପାଙ୍କ ଉପରେ ନିର୍ଭର କରନ୍ତି
							
ସମକକ୍ଷ : ଆଶ୍ରିତ ହେବା
ଅନ୍ୟ ଭାଷାରେ ଅନୁବାଦ :
* किसी के आधार, सहारे या आश्रय में होना।
बच्चे अभी भी अपने पिता पर निर्भर हैं।