ଅର୍ଥ : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
							ଉଦାହରଣ : 
							ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ
							
ସମକକ୍ଷ : ଅନାବିଳ, ଅମ୍ଳାନ, ପବିତ୍ର, ବିମଳ, ବିଶୁଦ୍ଧ, ଶୁଦ୍ଧ, ସଫା, ସଫାସୁତରା, ସୁତରା, ସ୍ୱଚ୍ଛ
ଅନ୍ୟ ଭାଷାରେ ଅନୁବାଦ :
जिसमें किसी प्रकार का मल या दोष न हो।
वातावरण शुद्ध होना चाहिए।ଅର୍ଥ : ମେଘ ନଥିବା
							ଉଦାହରଣ : 
							ରାତିହେଇଥିଲା ଏବଂ ନିର୍ମଳ ଆକାଶରେ ତାରାଗୁଡ଼ିକ ସ୍ପଷ୍ଟ ଦେଖାଯାଉଥିଲେ
							
ଅନ୍ୟ ଭାଷାରେ ଅନୁବାଦ :