ଅର୍ଥ : ଯେ ନିୟମ ପାଳନ କରୁଛି
							ଉଦାହରଣ : 
							ନିୟମୀ ବ୍ୟକ୍ତି ହିଁ ସମାଜକୁ ଗୋଟିଏ ଉତ୍ତମ ମାର୍ଗ  ଦେଖାଇପାରନ୍ତି
							
ସମକକ୍ଷ : ନିୟମ ପାଳକ
ଅନ୍ୟ ଭାଷାରେ ଅନୁବାଦ :
जो नियम का पालन करता हो।
नियमी व्यक्ति ही समाज को एक सही दिशा दे सकता है।Obeying the rules.
disciplined