ଅର୍ଥ : ନେପାଳର ବାସିନ୍ଦା
							ଉଦାହରଣ : 
							ସେ ଜଣେ ନେପାଳୀକୁ ନିଜ ଘରର ଜଗାରଖା କରିବାପାଇଁ ରଖିଛି
							
ସମକକ୍ଷ : ନେପାଳବାସୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନେପାଳର ଭାଷା
							ଉଦାହରଣ : 
							ସେ ନେପାଳୀ ଭାଷାରେ ଏକ ପୁସ୍ତକ ଲେଖିଛନ୍ତି
							
ସମକକ୍ଷ : ନେପାଳୀ ଭାଷା
ଅନ୍ୟ ଭାଷାରେ ଅନୁବାଦ :
नेपाल देश की भाषा।
वन्या ने नेपाली में पुस्तक लिखी है।The official state language of Nepal.
nepaliଅର୍ଥ : ନେପାଳରେ ରହୁଥିବା ବ୍ୟକ୍ତି
							ଉଦାହରଣ : 
							ତାହାର ଜଣେ ନେପାଳୀ ଝିଅ ସହିତ ବାହାଘର ହୋଇଛି
							
ଅର୍ଥ : ନେପାଳୀ ଭାଷାର ବା ନେପାଳୀ ଭାଷା ସହିତ ସମ୍ବନ୍ଧିତ
							ଉଦାହରଣ : 
							ତା ନେପାଳୀ ନାଟକର ଗୋଟିଏ ନକଲ ମୋ ପାଖରେ ମଧ୍ୟ ଅଛି
							
ଅର୍ଥ : ନେପାଳ ଦେଶ ସହ ସମ୍ବନ୍ଧିତ
							ଉଦାହରଣ : 
							ରମେଶ ନେପାଳୀ ଟୋପି ପିନ୍ଧିଛି
							
ଅନ୍ୟ ଭାଷାରେ ଅନୁବାଦ :