ଅର୍ଥ : ସଢ଼ିଯାଇଥିବା ଶସ୍ୟରୁ ବାହାରୁଥିବା ଗନ୍ଧ
							ଉଦାହରଣ : 
							ଡୋଲି ଭିତରୁ ପଚାଳିଆଗନ୍ଧ ବାହାରୁଛି
							
ସମକକ୍ଷ : ଦୁର୍ଗନ୍ଧ, ପଚାଳିଆଗନ୍ଧ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁ ସଢ଼ିଯିବାରୁ ସେଥିରୁ ବାହାରୁଥିବା ଦୁର୍ଗନ୍ଧ
							ଉଦାହରଣ : 
							ଜଣାନାହିଁ କେଉଁଠୁ  ସଢ଼ାଗନ୍ଧ ଆସୁଛି
							
ସମକକ୍ଷ : ସଢ଼ାଗନ୍ଧ
ଅନ୍ୟ ଭାଷାରେ ଅନୁବାଦ :