ଅର୍ଥ : ଏହି ଖଜଣା ବା କର ଯାହା ପଥିକମାନଙ୍କଠାରୁ କୌଣସି ବିଶେଷ ରାସ୍ତାରେ ଚାଲିବା ବାବଦକୁ ନିଆଯାଇଥାଏ ବା କୌଣସି ବିଶେଷ ରାସ୍ତାର ଉପଯୋଗ କରିବା ବାବଦକୁ ନିଆଯାଇଥାଏ
							ଉଦାହରଣ : 
							ପଥକର ଦେଇ ଆପଣ ଏହି ରାସ୍ତାରେ ଯାଇ ପାରିବେ
							
ସମକକ୍ଷ : ପଥ ଶୁଳ୍କ, ବାଟକର, ରୋଡ଼ଟାକ୍ସ
ଅନ୍ୟ ଭାଷାରେ ଅନୁବାଦ :
A fee levied for the use of roads or bridges (used for maintenance).
tollଅର୍ଥ : କୌଣସି ରାସ୍ତାରେ ଚଳପ୍ରଚଳ ବଦଳରେ ଯେଉଁ କର ଦେବାକୁ ପଡ଼େ
							ଉଦାହରଣ : 
							ଫାଟକରେ ପଥକର ଦେଲାପରେ ହିଁ ଆପଣ ଆଗକୁ ଯାଇପାରିବେ
							
ସମକକ୍ଷ : ଅକ୍ଟ୍ରାଇ