ଅର୍ଥ : ପୃଥିବୀର ସ୍ତରମାନଙ୍କ ମଧ୍ୟରେ ସେ କଠୋର ପିଣ୍ଡ ବା ଖଣ୍ଡ ଯାହା ଚୂନ, ବାଲିଆଦି ଜମିବା ଫଳରେ ତିଆରି ହୋଇଥାଏ
							ଉଦାହରଣ : 
							ମୂର୍ତ୍ତିକାର ପଥରର ମୂର୍ତ୍ତି ତିଆରି କରୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୃହନିର୍ମାଣ ସାମଗ୍ରୀ ରୂପେ ବ୍ୟବହୃତ ହେଉଥିବା ଯେଉଁ ନିର୍ଦ୍ଦିଷ୍ଟ ଆକାରର ଶିଳାଖଣ୍ଡ କୌଣସି ବିଶେଷ ଉଦ୍ଦେଶ୍ୟରେ ତିଆରି ହୋଇଥାଏ
							ଉଦାହରଣ : 
							ଏହି ଭବନର କାନ୍ଥଗୁଡ଼ିକ ଶଙ୍ଖ ମଲମଲ ପଥରରେ ତିଆରି ହୋଇଛି
							
ସମକକ୍ଷ : ଶିଳାଖଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
Building material consisting of a piece of rock hewn in a definite shape for a special purpose.
He wanted a special stone to mark the site.